ads

Breaking News

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ଯ ସୋସିଆଲ ମିଡିଆରେ ସାମିଲ ହେଲେ ସତ୍ୟବାଦୀ ର ଲିପ୍ତି ରଞ୍ଜନ ପ୍ରଧାନ


ସାକ୍ଷୀଗୋପାଳ ---- ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ୟ ସୋସିଆଲ ମିଡ଼ିଆ ଟିମ୍ ଘୋଷଣା ହୋଇଛି । ଯେଁଉଥିରେ ସତ୍ୟବାଦୀ ର ଲିପ୍ତି ରଞ୍ଜନ ପ୍ରଧାନ ଙ୍କୁ ଯୁବ ସଂଗଠନ ର ଗୁରୁ ଦାୟିତ୍ଵ ଦିଆଯାଇଛି। ଲିପ୍ତିଙ୍କ ଜିଲ୍ଲା ଦାୟିତ୍ୱ ରୁ ପଦୋନ୍ନତି କରାଯାଇ  ରାଜ୍ୟ ସୋସିଆଲ ମିଡ଼ିଆ ଟିମ୍ ରେ ସାମିଲ୍ କରାଯାଇଛି। ତାଙ୍କୁ  ମଧ୍ୟ  ରାଜ୍ୟ ଷ୍ଟେଟ ଏକ୍ସଟିଭ ମେମ୍ୱର ରୁପେ ଦଳ ନିଯୁକ୍ତି ଦେଇଛି । ଯାହା ତୃଣମୂଳ ସ୍ତରରେ ଡିଜିଟାଲ ପ୍ରସାର କୁ ସୃଢୁଡ଼ କରିବା ସହ ଦଳ ପାଇଁ ଏହା ଲାଭ ଦାୟକ ହେବ । ସତ୍ୟବାଦୀ ର ଯୁବ କଂଗ୍ରେସ ର ସୋସିଆଲ ମିଡ଼ିଆ କୁ ମଜବୁତ୍ କରିବା ସହ ପ୍ରତ୍ୟେକ ଟି ଖବର ଲୋକମାନଙ୍କ ପାଖରେ ପହଞ୍ଚି ପାରିବ । ନବ ନିଯୁକ୍ତ ସଦସ୍ୟ ମାନେ  କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ, ମାଲିକାର୍ଜୁନ ଖଡଗେ, ସତ୍ୟବାଦୀର କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁଚିବ୍, ରାଷ୍ଟ୍ରୀୟ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ମନୁ ଜେନ,ଓଡିଶା ସୋସିଆଲ ମେଡ଼ିଆ ପ୍ରଭାରି ଦୁଲାଲ ଶର୍ମା, ଓଡିଶା ଯୁବ କଂଗ୍ରେସ କାଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ରବେଲ୍ ସୁରୀୟା , ମନୋଜ ବେହେରା, ହାପୀ ରଥ ଭାଇ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ବିଶେଷ କରି ପଞ୍ଚାୟତ ସ୍ତରରେ ଲୋକ ଙ୍କ ସହ ସଂଯୋଗ ସ୍ଥାପନା କରି ଆଗକୁ ସୋସିଆଲ ମିଡିଆ ରେ ବିରୋଧି ମାନଙ୍କ ସହ ଲଢ଼େଇ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ଲିପ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୫/୨୦୨୫----୮,୫୦ Sakhigopal News,22/5/2025

ads

Blog Archive

Popular Posts