ads

Breaking News

ଅସାବଧାନତା ଯୋଗୁଁ କେନାଲ ପାଣିରେ ପଡ଼ି ଯୁବକର ମୃତ୍ୟୁ

 ଡେଲାଙ୍ଗ ---ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମପଞ୍ଚାୟତ ଶିଶୁଆପଡ଼ା ଗ୍ରାମର ୩୬ ବର୍ଷୀୟ ଯୁବକ ଅଭିମନ୍ୟୁ ଜେନା ଙ୍କ ଅସାବଧାନତା ଯୋଗୁଁ କେନାଲ ପାଣିରେ ପଡ଼ି ଯୁବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପରିବାର ଲୋକମାନେ ପାଣି ରୁ ଉଦ୍ଧାର କରି ତୁରନ୍ତ ଡେଲାଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ ଜେନ୍ଦ୍ରକୁ ଚିକିତ୍ସା କରିବାକୁ ଆଣିଥିଲେ। ଡିଉଟିରେ ଥିବା ଡଃ. ଅମ୍ଳାନ ବେହେରା ତାକୁ ମୃତ୍ୟୁ ଘୋଷଣା କରିବା ସହ  ଫାଣ୍ଡି ଅଧିକାରୀ ରଶ୍ମୀରଂଜନ ପୃଷ୍ଟିଙ୍କୁ  ଜଣାଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ଏକ ଅପମୃତ୍ୟୁ ରୁଜୁ କରିଛନ୍ତି।ପୁରୀ ମୁଖ୍ୟ ଚିକିତ୍ସାଳୟକୁ ଶବ ମାଇନା ପାଇଁ ପଠାଇଛନ୍ତି।ପୋଲିସର ତଦନ୍ତ ଚାଲୁ ରହିଛି ।  ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୫/୨୦୨୫----୮,୪୫ Sakhigopal News,3/5/2025

ads

Blog Archive

Popular Posts