ads

Breaking News

ରକ୍ତଦାନ କରି ଜୀବନ ବଞ୍ଚାଇବାକୁ ପ୍ରୟାସ କଲେ ଭବାନୀ


ବରଗଡ଼---
ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ବରଗଡ଼ ରକ୍ତ ଭଣ୍ଡାର ରେ ରକ୍ତ ର ଘୋର ସଙ୍କଟ ରହିଛି। ଜଣେ ଛୋଟ ଛୁଆ କୁ AB+VE ରକ୍ତ ର ଆବଶ୍ୟକତା ଥିବା ଖବର ପାଇଥିଲା ନିଷ୍ଠା ପରିବାର । ନିଷ୍ଠା ପରିବାର ର ସକ୍ରିୟ ସଦସ୍ୟ ସୁନୀଲ ଅଗ୍ରୱାଲ ଙ୍କ ତତ୍ୱାବଧାନ ରେ ଥୁଆପାଲି ର ଭବାନୀ ବେହେରା ତୁରନ୍ତ ବରଗଡ଼ ରକ୍ତ ଭଣ୍ଡାର କୁ ଆସି ରକ୍ତ ଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଛନ୍ତି । ଏଣୁ ଭବାନୀ ଭାଇ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ। ସେ ଜଣେ ନିୟମିତ ରକ୍ତ ଦାତା ଅଟନ୍ତି। ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ସେ ମଧ୍ୟ ହୋଇଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୬/୨୦୨୪----୫,୨୫ Sakhigopal News,4/6/2024

ads

Blog Archive

Popular Posts