ads

Breaking News

ଭେଡେନ ବ୍ଳକର ରେ ମଣ୍ଡା ଠାରେ ସ୍ବଚ୍ଛତା ହିଁ ସେବା କାର୍ଯ୍ଯକ୍ରମ


ବରଗଡ଼ ---- ବିଶ୍ବ ର ଲୋକ ପ୍ରିୟ ତଥା ନୁଆ ଭାରତ ଗଠନ ର ବିନ୍ଧାଣିଯଶସ୍ଵି ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ବାନ କ୍ରମେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବରଗଡ ଜିଲ୍ଲା ସଭାପତି ଯଶୋବନ୍ତ ସେଠ ଙ୍କ ନେତୃତ୍ୱ ରେ ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡେନ ବ୍ଲକ ରେମଣ୍ଡା ଠାରେ ଆଜି ଅକ୍ଟୋବର ଏକ ତାରିଖ ଦିନ ୧୦ଟା ସମୟ ରେ ସ୍ଵାଧୀନତା ସଂଗ୍ରାମୀ ତଥା ଶିକ୍ଷାବିତ ସ୍ବର୍ଗତ ମଙ୍ଗଳୁ ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ପରିସର ରେ ସ୍ୱଚ୍ଛତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।  ବିଭିନ୍ନ ସଙ୍ଗଠନ ଓ ସମାଜସେବୀ ସାମିଲ୍ ହୋଇଥିଲେ l ଶିବପ୍ରସାଦ ଖମାରୀ, ଗଣେଶରାମ ଭୋଇ, ସରୋଜ ଖମାରୀ, ଦୁର୍ଗାମାଧବ ତ୍ରିପାଠୀ, ଜାପାନୀ ସାହୁ, ଯୋଗେଶ ସାହୁ, ସି ଟି ବାବୁ,ସୁରେଶ ମହାପାତ୍ର, ବୃନ୍ଦାବନ ସାଥୁଆ, ଗଙ୍ଗାଧର ମେହେର , ଆନନ୍ଦ ପଟେଲ, ମନୋଜ ଭୋଇ, କରନ ରଣା, ସଞ୍ଜୟ ସାହୁ, ବିକ୍ରମ ଭୋଇ, ପ୍ରଶାନ୍ତ ଠାକୁର, ବୀର ଜୟକୃଷ୍ଣ ପ୍ରମୁଖ ଶ୍ରମଦାନ ରେ ସହଯୋଗ କରିଥିଲେ l ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ 
ଧନ୍ୟବାଦ ଜଣାଇ ଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧୦/୨୦୨୩---୮,୩୫ Sakhigopal News,1/10/2023

ads

Blog Archive

Popular Posts