ads

Breaking News

ଓଡଗାଁ ଓ ନୟାଗଡ଼ ଥାନା ଅଧିକାରୀଙ୍କ ଅଦଳବଦଳ




ଓଡଗାଁ:-- ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନାଙ୍କୁ ବଦଳି କରାଯାଇଛି । ସେହିପରି ନୟାଗଡ଼ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ଓଡଗାଁ ଆଦର୍ଶ ଥାନା କୁ ବଦଳି ହୋଇଥିବା ବେଳେ, ଓଡଗାଁ ଆଦର୍ଶ ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନାଙ୍କୁ ନୟାଗଡ଼ ଟାଉନ ଥାନା କୁ ବଦଳି କରାଯାଇଛି। ଓଡଗାଁ ଆଦର୍ଶ ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ଗତ ଏକ ବର୍ଷ ଦୁଇ ମାସ ତଳେ ଥାନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡଗାଁ
ତା:-୭/୧୦/୨୧ ,-----୧୧,୪୫  
 Sakhigopal News,7/10/2021

ads

Blog Archive

Popular Posts