ads

Breaking News

ନୁଆଖାଇ ରେ ରାସନ୍ ସାମଗ୍ରୀ ବଣ୍ଟନ କଲେ ସମାଜସେବୀ ମୁକୁନ୍ଦ ଦାଶ




ବରଗଡ଼ -ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ଓ ଅତାବିରା ରେ ଅସହାୟ ଲୋକଙ୍କୁ ନୂଆଁଖାଇ ଅବସରରେ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ଘର ଘର ବୁଲି ରାସନ ସାମଗ୍ରୀ ବଣ୍ଟନ କରିଥିଲେ। ପାଖାପାଖି କୋଡ଼ିଏଟି ପରିବାର କୁ ନୂଆଁଖାଇ ଅଢିଆ ପ୍ରଦାନ କରାଯାଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ବିଶେଷ ଭାବରେ ତିଲୋତମା ମେହେର, ରାମଚନ୍ଦ୍ର ମିଶ୍ର, ଜୋଷ୍ନା ରାଉତ, ମେହେର ମୋବାଇଲ୍ ର ରୁଷି ମେହେର ସହଯୋଗ ର ହାତ ବଢାଇଥିଲେ। ଚାଉଳ, ଡାଲି, ତେଲ, ଚିନି, ସମସ୍ତ ମସଲା ଗୁଣ୍ଡ, ପରିବା ଓ ନୂତନ ବସ୍ତ୍ର ସହ ଅନେକ ରନ୍ଧା ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହା ପ୍ରତେକ ବର୍ଷ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିଆସୁଛି ଜନ କଲ୍ୟାଣ ସେବା ଟ୍ରଷ୍ଟ ବୋଲି ସଭାପତି କହନ୍ତି । ଭେଡେନରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ , ୧୨/୯/୨୦୨୧---୬,୧୦ Sakhigopal News, 12/9/2021

ads

Blog Archive