ads

Breaking News

ସତ୍ୟବାଦୀରେ ଆରମ୍ଭ ହେଲା ଦୁତୀୟ ଡୋଜ ଟୀକା କରଣ

 


ସାକ୍ଷୀଗୋପାଳ--- ସତ୍ୟବାଦୀର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କୋଭିଡ ଟୀକା କେନ୍ଦ୍ରରେ  ୪୫ ବର୍ଷରୁ ଅଧିକ ଲୋକମାନଙ୍କୁ ପ୍ରଥମ ଡୋଜ ସହିତ ଯେଉଁ ମାନଙ୍କର ୮୪ ଦିନରୁ ଅଧିକ ହୋଇଥିବ ସେମାନଙ୍କୁ ଦୁତୀୟ ଡୋଜ ଟୀକା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି ।  ଏଠାରେ ମାତ୍ର ୧୫୦ ଜଣଙ୍କୁ ଟୀକା କରଣ କରାଯିବ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୬/୨୦୨୧, ୫,୩୦ 

 Sakhigopal News, 5/6/2021

ads

Blog Archive

Popular Posts