ads

Breaking News

ଵିଶ୍ଵ ପରିବେଶ ଦିବସ ପାଳିତ



ବ୍ରହ୍ମପୁର----    ଵିଶ୍ଵ ପରିଵେଶ ଦିବସ  ଅବସରରେ କୁକୁଡାଖଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମର ମହାଦେବ ମନ୍ଦିର ନିକଟରେ  ସ୍ଥାନୀୟ ସରପଞ୍ଚ ଅଦଲ ଚେନେୟା ଙ୍କ ଦ୍ଵାରା ଵହୁ  ଔଷଧିୟ ବୃକ୍ଷ ରୋପଣ   କରାଯାଇଛି  । ଯାହାକି ଲୋକମାନେ ସଚେତନତା ହେବା ସହ ନିଜ ନିଜ ବାରି ବଗିଚାରେ ବୃକ୍ଷ ରୋପଣ କରିବେ ।     ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ, ୫/୬/୨୦୨୧----୧,୪୫
 Sakhigopal News,5/6/2021

ads

Blog Archive

Popular Posts