ads

Breaking News

ବରିଷ୍ଠ ସାମ୍ବାଦିକଙ୍କ ସହଧର୍ମଣୀଙ୍କ ବିୟୋଗରେ ଡେଲାଙ୍ଗ ପ୍ରେସ କ୍ଳବ ପକ୍ଷରୁ ଶୋକ

  ଡେଲାଙ୍ଗ -----ଡେଲାଙ୍ଗର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀଙ୍କ ସହଧର୍ମଣୀ ଉର୍ମିଳା ତ୍ରିପାଠୀଙ୍କର ୭୦ ବର୍ଷରେ କରୋନାରେ ସଂକ୍ରମଣ ହୋଇ ମୃତ୍ୟୁ ବରଣ କରିଛନ୍ତି ।  କିଛି ଦିନ ହେବ ତାଙ୍କର ଦେହ ଖରାପ ଯୋଗୁ ଘରେ ରହି ଚିକିତ୍ସା ହେଉଥିଲେ ।  । ମାତ୍ର ଦେହ ଅଧିକ ଖରାପ ହେବାରୁ କୋଭିଡ ପରୀକ୍ଷା କରିବାରୁ ସେ ପଜେଟିଭି ବୋଲି ଜଣାପଡିବାପରେ ପୁରୀ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ହେଉଥିଲେ ।  ତାଙ୍କର ମୃତ୍ୟୁ ହୋଇଯାଇଥିବା ଖବର ପ୍ରସାରିତ ହେବାପରେ ଡେଲାଙ୍ଗ ପ୍ରେସ କ୍ଳବ ପକ୍ଷରୁ  ଶୋକ ପ୍ରକାଶ କରାଯାଇଛି । ଡେଲାଙ୍ଗ ପ୍ରେସ କ୍ଳବ ପକ୍ଷରୁ  ବିଜୟ ମିଶ୍ର,  ଧୀରେନ୍ଦ୍ର ସେନାପତି, ବିଜୟ ମହପାତ୍ର, ସନ୍ତୋଷ ପଟ୍ଟନାୟକ, ଦୀପକ ମିଡ୍ର, ସିର୍ଦ୍ଦାର୍ଥ ବଳବନ୍ତରାୟ, ଦୀଲିପି ଧାଉଡିଆ, ଗିତାରାଣି ରଣଜିତ, ଅନିମା ମିଶ୍ର, ତୁଷାରକାନ୍ତ ନାୟକ, ଗଗନ ଖଟେଇ, ନିରଞ୍ଜନ ନାୟକ, ହିମାଂଶୁ ମହାପାତ୍ର. ଶୁଭଲକ୍ଷ୍ମୀ ସେନାପତି, ପ୍ରଦୀପ ନାୟକ ଶୋକ ପ୍ରକାଶ କରିଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୬/୨୦୨୧  

 Sakhigopal News, 4/6/2021

ads

Blog Archive

Popular Posts