ads

Breaking News

ବ୍ୟାଙ୍କ କର୍ମଚାରୀ କରୋନା ପଜେଟିଭ ୍‌ଚିହ୍ନଟ; ବିଶୋଧନ ପାଇଁ ଦୁଇ ଦିନ ବ୍ୟାଙ୍କ ସଟଡାଉନ

 ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବାୟା ବଜାରସ୍ଥିତ ୟୁକୋ ବ୍ୟାଙ୍କ ର କର୍ମଚାରୀ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି ।  ବ୍ୟାଙ୍କର ଦୈନଦିନ କାର୍ଯ୍ୟକ୍ରମ ବ୍ୟାହତ ହୋଇଛି । ତେବେ ଜନସାଧାରଣଙ୍କ ସୁରକ୍ଷା ପ୍ରତି ନର୍ଜର ଦେଇ ମଙ୍ଗଳ ଓ ବୁଧବାର ଦୁଇ ଦିନ ପାଇଁ ବ୍ୟାଙ୍କ କାର୍ଯ୍ୟାଳୟକୁ ବନ୍ଦ ରଖିବା ପାଇଁ ଶାଖା ପରିଚାଳକ କହିଛନ୍ତି । ସ୍ଥାନୀୟ ଅଗ୍ନିଶ୍ରମ ସେବା ସଂସ୍ଥା ଦ୍ୱାରା ଶାଖା କାର୍ଯ୍ୟାଳୟ ପରିସର ବିଶୋଧନ କରାଯିବ ବୋଲି ଜଣାପଡିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୫/୨୦୨୧-----୯,୦୦

 Delang News, 18/5/2021

ads

Blog Archive

Popular Posts