ads

Breaking News

ଧାନକେରା ପଞ୍ଚାୟତର ଚାଷୀ ମାନଙ୍କୁ ଲଗାଣ ବର୍ଷାରେ ଧାନ ଫସଲ କ୍ଷତି ପୁରଣ ପ୍ରଦାନ

 ଡେଲାଙ୍ଗ -----ପୁରୀ ଜିଲ୍ଲାରେ ଡେଲାଙ୍ଗ ବ୍ଳକର ଧାନକେରା ଗ୍ରାମ ପଞ୍ଚାୟତରେ ୨୦୨୦ ମସିହାରେ ଲଗାଣ ବର୍ଷା ଯୋଗୁ ବହୁ ଚାଷୀଙ୍କର ଧାନ ଫସଲ ନଷ୍ଟ ହୋଇଯାଇଥିଲା । ଏହାକୁ ନେଇ ଅନେକ ଦାବୀପତ୍ର ଓ ଧାରଣା , ଆନ୍ଦୋଳନ କରାଯାଇଥିଲା । ଡେଲାଙ୍ଗ ତହସିଲ ପକ୍ଷରୁ ୧୩୭୮ ଜଣ ଚାଷୀଙ୍‌କୁ ୧୬ ଲକ୍ଷ ୬୩ ହଜାର ୪୮ ଟଙ୍କା ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ତହସିଲଦାର ମହେନ୍ଦ୍ର କୁମାର ବଡେଇଙ୍କ ଠାରୁ ସୁଚନା ମିଳିଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୫/୨୦୨୧----୮,୧୫

Sakhigopal News, 17/5/2021

ads

Blog Archive

Popular Posts