ସତ୍ୟବାଦୀ କୋଭିଡ କେୟାର ମେଡିକାଲରେ ୪୧ଜଣ ଚିକିତ୍ସାଧୀନ
ସାକ୍ଷୀଗୋପାଳ-----ପୁରୀ ଜିଲ୍ଲାରେ ମହାମରୀ ଦୁତୀୟ ଲହର କରୋନା ତାର କାୟା ବିସ୍ତାର କରି ଚାଲିଛି । ଏହାକୁ ଲକ୍ଷ୍ୟ କରି ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଉତ୍କଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଏକ କୋଭିଡ କେୟାର ସେଣ୍ଟର କରାଯାଇଛି । ଏଠାରେ ଏବେ ପିପିଲି, ସତ୍ୟବାଦୀ ଓ ଡେଲାଙ୍ଗରୁ ଜଣେ କରୋନା ପଜେଟିଭି ଚିକିତ୍ସା ହୋଉଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ପୁରୁଷ ୧୧ ଜଣ ହୋଇଥିବା ବେଳେ ମହିଳା ୩୦ ଜଣ ବୋଲି କୋଭିଡ କେୟାର ସେଣ୍ଟର ଦାୟତ୍ୱରେ ଥିବା ତଥା ସାକ୍ଷୀଗୋପାଳ ମେଡିକାଲ ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୫/୨୦୨୧---୭,୦୦
ଚ୍ର


