ads

Breaking News

ଭାରତୀୟ ଆଯାଦମଞ୍ଚ ପକ୍ଷରୁ ତେଇସିପୁର ଗ୍ରାମ ବିଶୋଧନ


 ଡେଲାଙ୍ଗ ------ ରାଜ୍ୟରେ ଦୁତୀୟ ଲହର କରୋନା ହୁ ହୁ ହୋଇ ବଡି ଚାଲିଛି । କମିବାର ନାଁ ଗନ୍ଦ ଧରୁନାହିଁ । ଭାରତୀୟ ଆଯାଦ ମଞ୍ଚ ପକ୍ଷରୁ ତେଇସିପୁର ଗ୍ରାମକୁ ବିଶୋଧନ କରାଯାଇଛି । ଏହି ଗ୍ରାମ ଦେଇ ଡେଲାଙ୍ଗ, ସତ୍ୟବାଦୀ, ଜଟଣୀ ଅଞ୍ଚଳକୁ ଲୋକମାନେ ଯିବା ଆସିବା କରିଥାନ୍ତି । ଏହା ସତ୍ତ୍ୱେ ଗ୍ରାମରେ ଝର, ଥଣ୍ଡା ଲାଗି ରହିଛି । ଏହାକୁ ନଜର କରି ତେଇସିପୁର ଗ୍ରାମ ବିଶୋଧନ କରାଯାଇଛି । ଭାରତୀୟ ଆଜାଦମଞ୍ଚ ର ରାଜ୍ୟ ସଚ୍ଚିବ ରାଜ କିଶୋର ବେହେରା, ଅନୁଷ୍ଠାନର ପିପିଲି ବ୍ଳକର ଅଧ୍‌କ୍ଷ ସନ୍ତୋଷ ବେହେରା, ସମ୍ପାଦକ ବିପିନି ବେହେରା, ସତ୍ୟବାଦୀ ବ୍ଳକର ଅଧ୍ୟକ୍ଷ ଗଣେଶ ମଲ୍ଲୀକ, ଡେଲାଙ୍ଗ ବ୍ଳକର ସଦସ୍ୟ ମାନେ ସୁବାଷ ହେବେରା, ଓ ଦିବ୍ୟସିଂହ  ପ୍ରଧାନଙ୍କ ସହଯୋଗରେ ତେଇସିପୁର ଗ୍ରାମ ବିଶୋଧନ କରାଯାଇଥିଲା ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୫/୨୦୨୧---୮,୧୦

ads

Blog Archive