ads

Breaking News

ଗରିବର ସାଥୀ ଅନୁଷ୍ଠାନ ସତ୍ୟବାଦୀର ବିଭିନ୍ନ ଗ୍ରାମକୁ ବିଶୋଧନ କଲା


 ସାକ୍ଷୀଗୋପାଳ-----କାଦୁଆ ଗ୍ରାମ ପଞ୍ଚାୟତର ବରାଳ ଗ୍ରାମରେ ଗଡି ଉଠିଥିବା ଗରିବର ସାଥୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ  ପ୍ରାୟ ୧୫ଗୋଟି ଗ୍ରାମ ବିଶୋଧନ କରାଯାଇଛି ।   ସତ୍ୟବାଦୀ ବ୍ଳକର ବଳପୁର ଜେନା ସାହି,  ସାରଙ୍ଗଯୋଡି ବଜାର, ମର୍ଦ୍ଦମୁଖ, ପଥୁରିଆ ସାହି, ଦିହୁଡି ସାହି, ବାଇଁଶିବାଡି,ମଳୁକପାଟଣା, ଧ୍ୱଜାମୁଣ୍ଡେଇ, ବିଷ୍ଣୁପୁରପାଟପୁର,ପାହଡଚୁଳ, ବାଘୁଆ, ଘୋଷରା ପଡା , ହାଟ ସାହି  ଓ ସୁଆଣ୍ଡୋ ଗ୍ରାମକୁ ବିଶୋଧନ କରିଛନ୍ତି ।   

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୫/୨୦୨୧----୭,୦୦

ads

Blog Archive