କରୋନା ପଜେଟିଭିରେ ଜଣେ ମହିଳାଙ୍କର ମୃତ୍ୟୁ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଗୋପାଳପୁର ପାଟଣା ଗ୍ରାମର ଜଣେ ମହିଳା ପଜେଟିଭରେ ସଂକ୍ରମଣ ହୋଇ ଘରେ ମୃତ୍ୟୁ ବରଣ କରିଛନ୍ତି । ଏହି ଖବର ପାଇବା ପରେ ସାକ୍ଷୀଗୋପାଳ କୋଭିଡ କେୟାର ସେଣ୍ଟର ପକ୍ଷରୁ ଶବକୁ ନିଆଯାଇ ପୁରୀ ସ୍ଥିତ ଗିରଳ କୋଭିଡ ଶଶ୍ମାନରେ ଶବ ଦାହ କରାଯାଇଥିବା ଜଣାପଡିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣ ଭୟଭୀତ ହୋଇଯାଇଛନ୍ତି । ଅନ୍ୟ ପକ୍ଷେ ସେମାବାର ୨୦ ଜଣ କରୋନା ପଜେଟିଭି ଚିହ୍ନଟ ହୋଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୫/୨୦୨୧----୮,୩
Sakhigopal News, 17/5/2021


