ଶୁକଳ ସରକାରୀ ପ୍ରାଇମେରୀ ବିଦ୍ୟାଳୟରେ ଟୀକା କରଣ କେନ୍ଦ୍ର ଖୋଲିଲା
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ସରକାରୀ ପ୍ରାଇମେରୀ ବିଦ୍ୟାଳୟ ପରିସରରେ କରୋନା ଟୀକା କେନ୍ଦ୍ର କରାଯାଇଛି । ୧୨୦ ଜଣ ୪୫ ବର୍ଷରୁ ଅଧିକ ଲୋକଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକା ପ୍ରଦାନ କରାଯିବ । ଉକ୍ତ କେନ୍ଦ୍ରଠାରେ ଗହଳି ନ କରି ନିଜର ଆଧାର କାର୍ଡ ଦେଖାଇ ଟୀକା ନେବାପାଇଁ ନାମ ପଞ୍ଜୀକରଣ କରିବା ପାଇଁ ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରା ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୫/୨୦୨୧----୮,୨୦,
Sakhigopal News , 18/5/2021


