ads

Breaking News

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୋଣାର୍କ ବନ୍ଦ ଡାକରା

କୋଣାର୍କ--- କୋଣାର୍କ  ଥାନା ଅଞ୍ଚଳରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଯୋର ଜବରଦସ୍ତ ଦଶ ଦିନ ଧରି ଗଣ ଦୁଷ୍କର୍ମ କରାଯାଇ ଥିଲା । ଏହି  ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳତାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୋଣାର୍କ ବନ୍ଦ ଡାକରା ଦିଆଯାଇଛି  ।  କୋଣାର୍କ ଛାତ୍ରୀନିବାସ ଠାରେ ଆଜି ଅପ୍ତରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାର ଅଧ୍ଯକ୍ଷା ପ୍ରଭାତି ପରିଡା ଜଣାଇଛନ୍ତି  l     ସେମାନଙ୍କର ଦାବି କୋଣାର୍କ କୁ ସ୍ବଚ୍ଛୋ କୋଣାର୍କ କରିବା ଓ ଗଣଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ କୁ ବନ୍ଦକରିବା। ନିମାପଡ଼ା ଏସଡି ପି ଓ ଯେଉଁ ୭୨ ଘଣ୍ଟା ସମୟ ନେଇଥିଲେ ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ମାନଙ୍କୁ ଗିରଫ କରିବା ପାଇଁ ୭୨ ଘଣ୍ଟା ପୁରଣ ହେଲାପରେ ବି ଅଭିଯୁକ୍ତଙ୍କୁ ଗିରଫ କରି ନାହାନ୍ତି ସେଥିଲାଗି ଆସନ୍ତା ୨୬ ତାରିଖ ରେ  କୋଣାର୍କ ବନ୍ଦ ଡାକରା ସହ ଏସପି ଅଫିସ ଘେରାଉ କରାଯିବ ବୋଲି ପ୍ରେସ୍ ମିଟି ଜରିଆରେ ବିଜେପି ମହିଳା ମୋର୍ଚ୍ଚା ଅଧ୍ଯକ୍ଷା ପ୍ରଭାତି ପରିଡ଼ା ଜଣେଇଛନ୍ତି।।  

ନିମାପଡାରୁ --ଜୟନ୍ତ ସେଠୀ
Bjp Mahila morach  pakhuaru konark bandha

ads

Blog Archive

Popular Posts