ads

Breaking News

ବକୁଳବନରେ ମୁଖ୍ୟମନ୍ତୀ। ବକୁଳ ବୃକ୍ଷ ରୋପଣ କଲେ

ସାକ୍ଷୀଗୋପାଳ–-ଅକ୍ଟୋବର ୯ ପୁଣ୍ୟତୋୟା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କର ୧୫୧ତମ ଜନ୍ମଜୟନ୍ତୀ ରେ ପଞ୍ଚସଖା ଙ୍କ କର୍ମପୀଠ ବକୁଳବନ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକୋମଳ  ରେ ଲୋପପ୍ରାୟ ବକୁଳ ବୃକ୍ଷରୋପଣ କରାଯାଇଛି। ଏହି ବୃକ୍ଷ ରୋପଣ କାର୍ଯ୍ଯକ୍ରମରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହ ମନ୍ତୀ ଓ ବିଧାୟକ ଓ ବିଭିନ୍ନ ପଦାଧିକାରୀ ମାନେ ଉପସ୍ଥିତ ରହି ଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts