ads

Breaking News

ସତ୍ୟବାଦୀ ରେ ପୁଣି ଲଜ୍ୟା, ନାବାଳିକା ଙ୍କୁ ଦୁର୍ଗମ ଅଭିଯୋଗ

 ସାକ୍ଷୀଗୋପାଳ ---- ସତ୍ଯବାଦୀ ରେ ପୁଣି ଲଜ୍ୟା ଘଟଣା ଆସିଛି। ଜଣେ ନାବାଳିକାଙ୍କୁ ଦୁର୍ଷମ କରାଯାଇଛି ବୋଲି ସତ୍ଯବାଦୀ ଥାନା ରେ ଅଭିଯୋଗ ହୋଇଛି। ଅଭିଯୋଗ କୁ ଗ୍ରହଣ କରି ସତ୍ଯବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ପୁରୀ ରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇଥିବା ଜଣାପଡ଼ିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୭/୨୦୨୫---୮,୩୫ Sakhigopal News,21/7/2025

ads

Blog Archive

Popular Posts