ads

Breaking News

ଅବସପ୍ରାପ୍ତ ସେନା କର୍ମଚାରୀଙ୍କ ପରଲୋକ




ଜଟଣୀ --ଅବସରପ୍ରାପ୍ତ ସେନା ସ୍ବାସ୍ଥ୍ୟ କର୍ମଚାରୀ ସନ୍ତୋଷ କୁମାର ପତିଙ୍କର ୧୫ ତାରିଖରେ ପରଲୋକ ହୋଇଯାଇଛି ।  ସେ ଜଣେ ମିଷ୍ଟଭାଷୀ ଓ ମେଳାପି ସମ୍ପନ୍ନ ଲୋକ ଥିଲେ। ଅବସର ପରେ ତାଙ୍କ ନିଜ ବାସସ୍ଥାନ ଖୋର୍ଦ୍ଧା ନିକଟ ଗୋପପୁରିଆ ପାଟପୁର ଗ୍ରାମରେ ରହି ଅଞ୍ଚଳର ଲୋକଙ୍କୁ ବିନାମୂଲ୍ୟରେ ଘର ଘର ବୁଲି ସ୍ବାସ୍ଥ୍ୟ ସେବା କରୁଥିଲେ। ମୃତ୍ୟ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା। ଜେଷ୍ଟପୁତ୍ର ସୁବ୍ରତ ପତି ମୁଖଗ୍ନି ଦେଇଥିଲେ। ଶେଷକୃତ୍ୟ ସମୟରେ ତାଙ୍କ ବନ୍ଧୁ ଓ ପ୍ରିୟଜନ ଉପସ୍ଥିତ ଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୩/୨୦୨୪---୯,୪୫ Sakhigopal News,16/3/2024

ads

Blog Archive

Popular Posts