ads

Breaking News

ନାବାଳିକା କୁ ଦୁର୍ଗମ କରିବା ପାଇଁ ଅଭିଯୋଗ, ଅଭିଯୁକ୍ତ ଦଶ ହଜାର ଟଙ୍କା ଜୋରିମାନା ଦେଲେ

ସାକ୍ଷୀଗୋପାଳ --- ସତ୍ଯବାଦୀ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିଲେ। ବଡ଼ ଧରଣର ଅଘଟଣ ଘଟିବା ଆଗରୁ କିଛି ଯୁବକ ମାନେ ଏହା ଦେଖି ନାବାଳିକା କୁ ମଦ୍ୟପ ଯୁବକଙ୍କ ଠାରୁ ଉଦ୍ଧାର କରିଥିଲେ। ପରେ ପରେ ଏହି ଘଟଣାରେ ଅଭିଯୁକ୍ତଙ୍କ ଠାରୁ ଦଶ ହଜାର ଟଙ୍କା ଆଦାୟ କରାଯାଇଥିବା ଶୁଣାଯାଉଛି। ଏ ସମ୍ପର୍କରେ ସତ୍ଯବାଦୀ ଥାନା ରେ କୌଣସି ଅଭିଯୋଗ ହୋଇନାହିଁ। ମାତ୍ର ଥାନାର କିଛି କର୍ମଚାରୀ ଏ ସମ୍ପର୍କରେ ଅବଗତ ଥିବା ସୁଚନା ମିଳିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୬/୩/୨୦୨୪----୮,୨୦ Sakhigopal News,26/3/2024

ads

Blog Archive

Popular Posts