ads

Breaking News

ଅର୍ଜ୍ଜୁଣ୍ଡା ପଞ୍ଚାୟତ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ




  ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅରଞ୍ଜୁଡା  ପଞ୍ଚାୟତର ଇଓ ଅକ୍ଷୟ ସାହୁଙ୍କ ଅଧ୍ୟକ୍ଷତାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ  ଅରଯୁଂଡା ସରପଞ୍ଚ ଖଇରି ଦୀପ,ନାଏବ ସରପଞ୍ଚ ପ୍ରମୋଦ ଧରେଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ଦୀପ, ସୁଶାନ୍ତ ଧରେଇ, ଜିବର୍ଦ୍ଧନ ପେରା, ପିଙ୍କି ଭୋଇ, ସୁଜତା ସୁନା, ଅଙ୍ଗନବାଡି କର୍ମୀ ସନ୍ତୋଷିନୀ ବଗର୍ତୀ,ବଲ୍ଲବ ଦୀପ, ଝରଣା ଗେଜୋ,ଦମୟନ୍ତୀ ଦୀପ, ତପସ୍ୱିନୀ ମାହାର,  ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ସଭ୍ଯା ମାନେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ  ଯୋଜନା ସମ୍ପର୍କରେ ବୁଝାଇଥିଲେ ା ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୧/୨୦୨୪---୮,୧୫ Sakhigopal News,5/1/2024

ads

Blog Archive

Popular Posts