ads

Breaking News

ଡମପଡା ଗୋବିନ୍ଦପୁର ସେବା ସମବାୟ ସମିତିର ସଭାପତି ହେଲେ ପ୍ରମୋଦ

Pramod became the president of the Dampada Gobindpur Service Cooperative Society.
କଟକ----- ଡମପଡା ଗୋବିନ୍ଦପୁର ସେବା ସମବାୟ ସମିତିର ସଭାପତି ଓ ସଦସ୍ୟ ମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପ୍ରମୋଦ କୁମାର ସାହୁ ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।
ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତ ସ୍ଥିତ ଗୋବିନ୍ଦପୁର ସେବାସମବାୟ ସମିତିରେ ଗତ ମାସ ୨୮ ତାରିଖରେ ୧୩ ଜଣ ସଦସ୍ୟ ସଦସ୍ୟା ଡ଼ାଇରେକ୍ଟର ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ସଭାପତି ଭାବେ ପ୍ରମୋଦ କୁମାର ସାହୁ ସମସ୍ତଙ୍କ ସହମତିରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସେବା ସମବାୟ ସମିତି ମାଧ୍ୟମରେ ପ୍ରତେକ ଚାଷୀ ମାନଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କରିବେ ବୋଲି ନୂତନ ଭାବେ ନିର୍ବାଚିତ ସଭାପତି ଶ୍ରୀ ସାହୁ କହିଛନ୍ତି। କଟକ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୩/୬/୨୦୨୧-----୧,୪୦ Sakhigopal News,23/6/2022

ads

Blog Archive

Popular Posts