ads

Breaking News

କୁସୁମ ପ୍ରତିଭା ସମ୍ମାନ ଓ କୁସୁମ ଟିଭି ର ଶୁଭାରମ୍ଭ

Kusum Talent Award and the launch of Kusum TV


ବରଗଡ଼ -ବରଗଡ ସ୍ଥିତ ହୋଟେଲ ରୋୟଲ ପେଲେସ ଠାରେ କୁସୁମ ଟିଭି ପରିବାର ତରଫରୁ ବରଗଡ ର ଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଶ୍ରୀ ଭୁବନେଶ୍ବର ପ୍ରଧାନ, କୁସୁମ ମଞୁରୀ ଦାସ, ଦୀପକ ତ୍ରୀପାଠି, ଲଲାଟେନ୍ଧୁ, ଓ ସମାଜସେବୀ ସଞୁଲତା ସତପଥୀ ଯୋଗଦେଇ ଉଦଘାଟନ କରିଥିଲେ।ଏହି ଅବସରରେ ବରଗଡ ରେ ମହାମାରୀ ସମୟରେ ଲୋକଙ୍କୁ ସେବା କାଯ୍ୟ ପାଇଁ 13 ଜଣ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା। 
ନିଷ୍ଠା ପରିବାର କୁ ସେବା ସମ୍ମାନ ପ୍ରଦାନ କରାଯାଇଥିଲା। କାଯ୍ୟକ୍ରମ ରେ ଜିଲ୍ଲା ପ୍ରତିନିଧି ମୁକୁନ୍ଦ ଦାଶ ଓ ବରଗଡ଼ ଟିମ୍ ସହଯୋଗ କରିଥିଲେ। ଶେଷରେ ସାମ୍ବାଦିକ ଆଶୁତୋଷ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୬/୨୦୨୨---୧୦,୨୦  20/6/2022

ads

Blog Archive

Popular Posts