ads

Breaking News

ଅରେଇଗୁଡ଼ି ଠାରେ ଅନ୍ତର୍ଜାତୀୟ ବିଶ୍ଵ ଯୋଗ ଦିବସ ପାଳିତ

International Yoga Day is celebrated in Areigues.
ବରଗଡ଼----  ବରଗଡ ଜିଲ୍ଲା ଭେଡେନ ବ୍ଲକ ର ବିଜେପି ଭେଡେନ ମଣ୍ଡଳର ସାଧାରଣ ସମ୍ପାଦକ ଜ୍ଞନେନ୍ଦ୍ର ଛନ୍ଦ ଙ୍କ ନେତୃତ୍ୱ ଅନ୍ତର୍ଜାତୀୟ ବିଶ୍ଵ ଯୋଗ ଦିବସ ଅରେଇଗୁଡ଼ି ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ନମାମି ଗଙ୍ଗେ ଜିଲ୍ଲା ସହ ସଂଯୋଜକ ତଥା ଜିଲ୍ଲା ସମ୍ପାଦକ ଶ୍ରୀ ଯଶୋବନ୍ତ ସେଠ୍ ଅତିଥି ରୂପେ ଯୋଗ ଦେଇ ଯୋଗ ଦ୍ୱାରା କେବଳ ସ୍ୱାସ୍ଥ୍ୟ ର ଉନ୍ନତି ହୁଏ ତା ନୁହେଁ ଯୋଗ ଅଭ୍ୟାସ ଦ୍ୱାରା ଶରୀର ଏବଂ ମନ, ବିଚାର ଏବଂ କର୍ମ ସହ ମାନବ ଓ ପ୍ରକୃତି ମଧ୍ୟରେ ସନ୍ତୁଳନ ସ୍ଥାପିତ ହୋଇଥାଏ ବୋଲି ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାଗର ଛନ୍ଦ, ବଙ୍କା ପ୍ରଧାନ, ସୁନୀଲ ପ୍ରଧାନ, ଟିକେଶ୍ୱର ମାହାର ସହ ବହୁ ଯୁବ ପିଢ଼ି ଯୋଗଦାନ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୨/୬/୨୦୨୨---- ୮,୧୦   Sakhigopal News,22/6/2022

ads

Blog Archive

Popular Posts