ads

Breaking News

କ୍ଷତାକ୍ତ ଅବସ୍ଥା ରେ ମୃତ ଶିଶୁ ଭ୍ରୁଣ ଫଟୋ ଭାଇରାଲ୍

Photos of dead fetuses in wounds go viral.

ଓଡ଼ଗାଁ:- ଓଡ଼ଗାଁ ଗୋଡିପୋଖରୀ ନିକଟସ୍ଥ ଏକ ବିଲ ରୁ ଏକ ମୃତ ଶିଶୁ ର ଫଟୋ ସୋସିଆଲ ମିଡିଆ ରେ ଭାଇରାଲ୍ ହେଉଛି। ମୃତ ନବଜାତ ଶିଶୁ ଟିର ମୁଣ୍ଡ ରେ ଗଭୀର କ୍ଷତ ଲାଗି ଶିଶୁଟି ରକ୍ତାକ୍ତ ହୋଇଥିବାରୁ ଏହାକୁ ଭ୍ରୁଣ ହତ୍ଯା ବୋଲି ସନ୍ଦେହ କରାଯାଉଛି।ଏହି ମୃତ ନବଜାତ ଶିଶୁ ଟି କାହାର କିଛି ସଠିକ ତଥ୍ଯ ମିଳି ପାରିନାହିଁ। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୯/୨/ ୨୨---୮,୫୦  Sakhigopal News,19/2/2022

ads

Blog Archive

Popular Posts