ads

Breaking News

ପ୍ରିମିୟର ଲିଗ୍ ଫୁଟବଲ ମ୍ୟାଚ ର ଦ୍ଵିତୀୟ ଦିବସ


ଭେଡେନ - ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ପ୍ରିମିୟର ଲିଗ୍ ଫୁଟବଲ ମ୍ୟାଚ ର ଦ୍ଵିତୀୟ ଦିବସରେ ଦୁଇଟି ମେଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସାଂବାଦିକ ବଲରାମ ବାଗ ଓ ସମ୍ମାନୀତ ଅତିଥି ଭାବେ ଆଶିଷ ମେହେର ଯୋଗ ଦେଇଥିଲେ ଉଦ୍ଘାଟନ କରିଥିଲେ। ପ୍ରଥମ ମେଚ ଦେବାଂଗନ ଡିଫେଣ୍ଡର ଓ ମାହେଶ୍ଵରୀ ଏଫ ସି ଅନୁଷ୍ଠିତ ହୋଇଥିଲା ଏଥିରେ ଦେବାଂଗନ ଡିଫେଣ୍ଡର ୧/୦ ଗୋଲ ରେ ବିଜୟୀ ହୋଇ ଥିଲା, ଭଲ ଖେଳାଳି ବିଟୁ ଭୂଏ। ଦ୍ବିତୀୟ ମେଚ ଟି ଏମ କେ ଏଫ ସି ଓ ବୀର ମଧ୍ଯ ରେ ଅନୁଷ୍ଠିତ ହୋଇଥିଲା, ଏଥିରେ ୨/୧ ଗୋଲ୍ ରେ ଏମ କେ ଏଫ ସି ବିଜୟୀ ହୋଇଥିଲା, ଭଲ ଖେଳାଳି ଭାବେ ମୁକେଶ ବାଗ କୁଂ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଖେଳ ପରିଚାଳନା କରିଥିଲେ କରନ ରଣା, ସୁରେନ ଭୂଏ, ବଜରଂଗ ଧରେଇ। ଧାରାବିବରଣୀ ପ୍ରଦାନ କରିଥିଲେ ଅମିତ ପାତ୍ର, ସ୍କୋରର ମୁକୁଂଦ କର, ସହଯୋଗ କରିଥିଲେ ପପୁନ ଝାକଂର, ସାନୁ ଭୁଏ।

ads

Blog Archive

Popular Posts