ads

Breaking News

ନୂତନ ଯୋଡ଼ା ଥାନା ଅଧିକାରିଣୀ କାର୍ଯ୍ୟଭାର ଗ୍ରହଣ କଲେ

    ଯୋଡ଼ା :-ଯୋଡ଼ା ଥାନା ରେ ନୂତନ ଆଇଆଇସି ଭାବେ ପଦ୍ମାଳୟା ସାହୁ  ଯୋଗ ଦେଇଛନ୍ତି । ପୂର୍ବତନ ଥାନା ଅଧିକାରୀ ରାଇସେନ ମୁର୍ମୁଙ୍କ ଠାରୁ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଜଣା ପଡ଼ିଛି।ଯୋଡ଼ା ଥାନାରେ ପ୍ରଥମ କରି ମହିଳା ଥାନା ଅଧିକାରୀ ଙ୍କୁ ଦାଇତ୍ୱ ମିଳିଥିବାରୁ ସମସ୍ତଙ୍କର ନଜର ତାଙ୍କର  କାମ କରିବାର ଶୈଳୀଉପରେ ।ତାଙ୍କର ପୂର୍ବ କାର୍ଯ୍ୟଦକ୍ଷତା କୁ ନଜରରେ ରଖି କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ତାଙ୍କୁ ଯୋଡ଼ା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଥାନାର ଦାଇତ୍ୱ ଦେଇଛନ୍ତି । ଯୋଡ଼ା ରୁ ଗଣେଶ ଚନ୍ଦ୍ର ବେହେରା , ୧୭/୫/୨୦୨୧----୧୧,୦୦
Sakhigopal News, 17/5/2021

ads

Blog Archive

Popular Posts