ads

Breaking News

ଓଡିଶା ପ୍ରସିଦ୍ଧ ପୂର୍ବ ଓଡିଶା ଧନୁଯାତ୍ରା ମହୋତ୍ସବ ବନ୍ଦ ରହିଲା


 
ଜଟଣୀ --କୋଭିଡ୍ କଟକଣା ଯୋଗୁଁ ସରକାରୀ ନିୟମ କୁ ସମ୍ମାନ ଦେଇ ଏବଂ ମହୋତ୍ସବରେ ଯୋଗଦେଉଥିବା ହଜାର ହଜାର ସଂଖ୍ୟାରେ ଦର୍ଶକ ମାନଙ୍କ ହିତ ଦୃଷ୍ଟିରୁ ଚଳିତ ବର୍ଷ ପୂର୍ବ ଓଡିଶା ଧନୁଯାତ୍ରା ମହୋତ୍ସବ ସ୍ଥଗିତ ରଖିବାକୁ ଅନୁଷ୍ଠାନ ପକ୍ଷରୁ ନିଷ୍ପତି ନେଇଛନ୍ତି । ବାଇନ ପ୍ରଧାନ, ସଭାପତି, ଧନୁଯାତ୍ରା ମହୋତ୍ସବ କମିଟି, ପାତ୍ରପଡା, ଜଟଣୀ। ଏବଂ ମୋର ସହକର୍ମୀ ଉପ ସଭାପତି ଅଭିମନ୍ୟୁ ପ୍ରଧାନ, ସଂପାଦକ ଲଲାଟେନ୍ଦୁ ବେବର୍ତା, କୋଷାଧ୍ୟକ୍ଷ ମନୋଜ କୁମାର ସାହୁ ଏବଂ ଗ୍ରାମବାସୀଙ୍କ ସହମତି କ୍ରମେ ଏହି ନିଷ୍ପତି ଗ୍ରହଣ କରାଗଲା ବୋଲି ଜଣାଇଛନ୍ତି । ଜଟଣୀ ରୁ ରଙ୍ଗନାଥ ବେହେରା ,୧୭/୫/୨୦୨୧-----୩,୪୦
Sakhigopal News, 17/5/2021

ads

Blog Archive

Popular Posts