ads

Breaking News

କଣାସ ବ୍ଲକରେ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ


କଣାସ:- କଣାସ ବ୍ଲକରେ ବିପର୍ଯୟ ପ୍ରସ୍ତୁତି ବୈଠକ ବ୍ଲକ ସଭା ଗୃହରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଙ୍ଗଲ ସିଂ ହେମ୍ବ୍ରମଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |ଅତିରିକ୍ତ ତହସିଲଦାର ଉପେନ୍ଦ୍ର କୁମାର ସେଠି ଯୋଗଦେଇ ଆଗାମୀ ବିପର୍ଯ୍ୟୟ ସମୟରେ କିପରି ଲୋକ ମାନଙ୍କୁ ନିରାପଦ ଭାବେ ଉଦ୍ଧାର କରାଯାଇ ବିପର୍ଯୟ ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଶିବିରରେ ନିରାପଦରେ ରଖାଯାଇପାରିବ,ବିପର୍ଯୟ ପରବର୍ତ୍ତୀ ମୁହୁର୍ତରେ କିଭଳି ଲୋକମାନଙ୍କୁ ସେବା ଯୋଗାଇଦିଆଯିବ  ଏଥିପାଇଁ ପରାମର୍ସ ଦେଇଥଲେ  | ଏହି ବୈଠକରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ ,ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଲୋକପ୍ରତିନଧି ମାନେ ଉପସ୍ଥିତଥିଲେ । କଣାସରୁ ସୁଜିତ ତ୍ରିପାଠୀ ଙ୍କ ରିପୋର୍ଟ,୧୮/୬/୨୦୨୫---୯,୨୫ Sakhigopal News,18/6/2025

ads

Blog Archive

Popular Posts