ads

Breaking News

ବାଲୁକା ଶିଳ୍ପୀ ମା କାଳୀଙ୍କ ମୂର୍ତ୍ତି ନିର୍ମାଣ


ବରଗଡ--- ଭେଡେନ ର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତ୍ତିକ ନାଏକ ଭେଡେନ ଦନ୍ତା ନଦୀ କୂଳରେ ଦୀପାବଳି ଉତ୍ସବ ପାଳନ ଉପଲକ୍ଷେ ମା କାଳୀଙ୍କ ବାଲୁକାକଳାରେ ମୂର୍ତ୍ତି ନିର୍ମାଣ କରି ଅଂଚଳରେ ଜନସାଧାରଣଙ୍କ ଅନେକ ପ୍ରଶଂସା ଭାଜନ ହୋଇପାରିଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୧୦/୨୦୨୪----୧୦,୧୫ Sakhigopal News,30/10/2024

ads

Blog Archive

Popular Posts