ads

Breaking News

ବାଲୁକା କଳା ରେ ବିଜୟା ଦଶମୀ ପ୍ରଦର୍ଶିତ


ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଜିରାନଦୀ ପଠାରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତ୍ତିକ ନାଏକ ଦଶହରା ଅବସରରେ ବାଲୁକା କଳା ରେ ଐତିହାସିକ ବିଷୟ ବସ୍ତୁ ଉପରେ ଆଧାରିତ ବାଲୁକା କଳା ପ୍ରଦର୍ଶନ କରି ସମଗ୍ର ଭେଡେନ୍ ଅଞ୍ଚଳରେ ପ୍ରଶଂସିତ ହୋଇଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୧୦/୨୦୨୪----୮,୨୦ Sakhigopal News,14/10/2024

ads

Blog Archive

Popular Posts