ads

Breaking News

ଡେଙ୍ଗ ବୁର୍ଡଗ୍ରାମ ଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

Deng Burdgram held a home triangle event


ବଲାଙ୍ଗୀର---  ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ବୁର୍ଡ଼ ଗ୍ରାମ ଠାରେ ବଲାଙ୍ଗୀର ପୋଷ୍ଟାଲ ଡିଭିଜନ ତରଫରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବୁର୍ଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦିଲୀପ କୁମାର ବଗର୍ତ୍ତି ଙ୍କ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ତ୍ରିରଙ୍ଗା ସମ୍ପର୍କ ପୋଷ୍ଟାଲ କର୍ମଚାରୀର ଶ୍ରୀ ରାଜିଦ୍ର ଖମାରି ଓ ପୂର୍ବତନ ଯୁବକ ସଂଘ ସଭାପତି ଶ୍ରୀ ଧମେଦ୍ର ବାଗ କହିଥିଲେ । ପୋଷ୍ଟାଲ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ତ୍ରିରଙ୍ଗା ଧରି ଦେଶ ଭକ୍ତି  ଗୀତ ଗାନ କରି ଭାରତ ମାତା କି ଜୟ   ନାରା ଦେଇ ଗାଁ ପରିଭ୍ରମଣ କରିଥିଲେ। 

ସାଇଁତଲା ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୭/୮/୨୦୨୨---- ୧୦,୫୦  

ads

Blog Archive