ads

Breaking News

ଶ୍ରୀରାମ ନବମୀ ରେ ଶ୍ରଦ୍ଧାଳୁ ଙ୍କୁ କନିକା ବଣ୍ଟନ

Distribution of Kanika to devotees on Shriram Nabami.


ଓଡ଼ଗାଁ:- ବିଶ୍ୱପ୍ରସିଦ୍ଧ ଓଡ଼ଗାଁ ଶ୍ରୀରାମ ନବମୀ ରେ ନବଦିନ ବ୍ୟାପି ଯାତ୍ରା ଆରମ୍ଭ ହୋଇଯାଇଛି। ଏହି ନବମୀ ଯାତ୍ରାରେ ବିଭିନ୍ନ ସ୍ଥାନ ରୁ ଆସିଥିବା ହଜାରହଜାର ଶ୍ରଦ୍ଧାଳୁଙ୍କୁ ଓଡ଼ଗାଁ ର କିଛି ଯୁବ ସମାଜସେବୀ ଓ ଯୁବ ନେତା ମିଶି କନିକା ବଣ୍ଟନ କରିଥିଲେ। 
             ଏଥିରେ ଛାତ୍ର ନେତା ଜ୍ୟୋତି ରଞ୍ଜନ ଦାସ, ଯୁବ ନେତା ତପନ ସାମନ୍ତରା, ପ୍ରକାଶ ସାହୁ, ସମି ସାହୁ, ଶ୍ରୀକାନ୍ତ ସାହୁ, ରାହୁଲ୍ ସାମନ୍ତରା, ଅନେକ ଯୁବ ସମାଜସେବୀ ମିଶି କନିକା ବଣ୍ଟନ କରିଥିଲେ। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୩/୪/୨୨---୭,୨୫ 
Sakhigopal News,13/4/2022

ads

Blog Archive

Popular Posts