ads

Breaking News

ପଥେଇ ଦୁର୍ଗା ପୀଠରେ କଲାସୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି

The Kalasi Yatra is celebrated in grand style at the Pathi Durga Peeth
ଭେଡେନ-----ବରଗଡ ଜିଲ୍ଲା ଭେଡେନ ବ୍ଲକ କୁବେଡେଗା ପଞ୍ଚାୟତ ର ନେଗୀପଡା ଠାରେ ପଥେଇ ଦୁର୍ଗା ପୀଠରେ କଲାସୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ପଥେଇ ଦୁର୍ଗା ଭାବରେ ପୂଜିତା ଦେବୀ ମା ସାତ୍ତ୍ଵିକ ପୂଜା କର୍ମ ପାରମ୍ପରିକ ରୀତି ନୀତି ଅନୁସାରେ ସକାଲୁ ରାତ୍ରି ପର୍ଯ୍ଯନ୍ତ ସଂପାଦିତ ହୋଇଯାଇଛି। ପୂଜକ ହରିହର ବାଗ  ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଣ୍ଡିତ ଆଶିଷ୍ କୁମାର ତ୍ରିପାଠୀ ପୌରହିତ୍ୟରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ତ୍ତା ଭାବରେ ଉତ୍ପନ୍ନ କୁମାର ଭୋଇ ଓ ଧର୍ମପତ୍ନୀ ବିଷ୍ନୁପ୍ରିୟା ଭୋଇ ଦାଇତ୍ବ ନିର୍ବ 4। ଆଖପାl ରେ କୌଶଲ୍ୟା ବାଗ, ପ୍ରଫୁଲ୍ଲ ଭୂଏ, ଲବ ଭୁଏ, କୁଶ ଭୁଏ, ମାଗୁଣି ଭୁଏ, ବାହାଦୁର ଭୁଏ, ଚୂଡାମଣି ବାଗ, ଦୁଲ୍ଲବ ପଧାନ, ତ୍ରିବିକ୍ରମ ଭୋଇ, ମଧୁ ବାଗ, ଶ୍ଯାମ ଭୁଏ, ପ୍ରତାପ ଭୁଏ, ପ୍ରେମରାଜ ଭୁଏ, ପ୍ରମୂଖ ଅଂଶ ଗ୍ରହଣ କରି ସମସ୍ତ ପ୍ରକାରର ସହଯୋଗ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୧୧/୨୦୨୧----୮,୪୫ Sakhigopall News,15/11/2021

ads

Blog Archive

Popular Posts