ads

Breaking News

ଗୁଡ଼ଭେଳାରେ ବିଜେଡିର କର୍ମୀ ସମ୍ମିଳନୀ

BJD workers' conference in Goodwill


ବଲାଙ୍ଗୀର ---ଗୁଡ଼ଭେଲା ବ୍ଲକରେ ଆଜି ବିଜେଡି ପକ୍ଷରୁ ସ୍ଥାନୀୟ ମାଢେକେଲାଗାଁ ସ୍କୁଲ ପଡିଆ ଠାରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି । ଏହି କର୍ମୀ ସମ୍ମିଳନୀ ସଭାରେ ରାଜ୍ୟସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ଅଗମୀ ପଞ୍ଚାୟତ ନିର୍ବାଚନରେ ବିଜେଡିର ପ୍ରାର୍ଥୀ କିପରି ବିଜୟ କରିବେ ସେ ନେଇ କର୍ମୀଙ୍କ ସହ ବୈଠକ ଅନୁଷ୍ଠିତ ହେଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିକାଶ ଯୋଜନାରେ ସମସ୍ତଙ୍କୁ ସାମିଲ ହେବାସହ ସମସ୍ତ ଙ୍କୁ ଏକ ହୋଇ ନିର୍ବାଚନ ଲଢ଼ିବାକୁ ମନ୍ତ୍ରୀ ଟୁକୁନୀ ସାହୁ ଆହ୍ୱାନ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଅଗମୀ ଦିନରେ ବିଜେଡି ନିର୍ବାଚନରେ କଣ ହେଉଛି । ଏହି କାର୍ଯ୍ୟକ୍ରମ ରେ ପ୍ରମୋଦ ପଧାନ, ଲଳିତା ସାହୁ, ଅଜୟ ଯଶୟଲ , ନିରେଦ ନାଗ, ରାଜା ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୨୬/୧୧/୨୦୨୧----୮,୪୫   Sakhigopal News,26/11/2021

ads

Blog Archive

Popular Posts