ads

Breaking News

ଦେଶୀ ମଦ ବିକ୍ରୀ ଅଭିଯୋଗରେ ଯୁବକ ଗିରଫ

A young man has been arrested on suspicion of selling alcohol

ଓଡ଼ଗାଁ:- ଦେଶୀ ମଦ ବିକ୍ରୀ ଅଭିଯୋଗରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ  ଖଙ୍ଗାରପଲ୍ଲୀ ଗ୍ରାମର ପ୍ରଭାତ ନାୟକ। ପୋଲିସ ତା'ଠାରୁ ୨୦ ଲିଟର ଦେଶୀ ମଦ ଜବତ କରିବା ସହ ଏକ ଓଡି ୨୫ କେ ୨୨୮୧ ନମ୍ବର ବିଶିଷ୍ଟ ଏକ ଟଭିଏସ୍ ଏକ୍ସେଲ ମଧ୍ଯ ଜବତ କରିଛି।ଗିରଫ ପରେ ଓଡ଼ଗାଁ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୫/୧୧/୨୧ ୮,୫୦   Sakhigopal News,25/11/2021

ads

Blog Archive

Popular Posts