ads

Breaking News

ଓବିସି ଦଲିତ ସେନା ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ



ଭେଡେନ :-ଵରଗଡ ଜିଲ୍ଲା  ଗାଇସିଲେଟ ଥାନା ସମ୍ମୁଖରେ ୨୧ ତାରିଖ ରେ ହେବାକୁ ଥିବା ଆମରଣ ଅନଶନ ଏବଂ ଗଣଧାରଣା ପାଇଁ  ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନା ଗାଇସିଲେଟ ଶାଖା ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଶଶୀଭୂଷଣ ବରିହା, ସଂଜୟ ଜରଜରିଆ, ଗୋପାଳ ଭୁଏ, ଯଜ୍ଞେଶ୍ଵର ପଧାନ, ଅଚ୍ୟୁତାନନ୍ଦ ସାହୁ, ବସୁଦେବ ଛିଚୁଆଁ, ରଙ୍କମଣୀ ପଧାନ,ବିପିନ ବିହାରୀ ଛିଚୁଆଁ ଏବଂ ଚତୁର୍ଭୁଜ ସାହୁ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ର ରୂପରେଖ ପ୍ରସ୍ତୁତ କରିଥିଲେ ।
ଭେଡେନ ରୁ ଭବାନୀଶଙ୍କର  ପାଢୀ ଙ୍କ ରିପୋର୍ଟ ।
ସାକ୍ଷୀ ଗୋପାଳନିଉଜ ,୧୬/୭/୨୦୨୧----୮,୫୦ Sakhigopal News,16/7/2021

ads

Blog Archive

Popular Posts