ads

Breaking News

ଡେଲାଙ୍ଗରେ ଓଡିଶା ବନ୍ଦ ଆଶିଂକ ପ୍ରଭାବ


 ଡେଲାଙ୍ଗ ------ତୈଳଦର, ରନ୍ଧନ ଗ୍ୟାସର ଓ ନିତଆବଶ୍ୟକତାର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସିପିଆଇ(ଏମଏଲ)ଲିବରେସନ ପାର୍ଟି ପକ୍ଷରୁ  ଏକ ଶୋଭାଯାତ୍ରା ବାହାରିଛି ।  ସିପିଆଇ(ଏମଏଲ) ପୁରୀ ଜିଲ୍ଲା କମିଟି ସମ୍ପାଦକ ଅଶୋକ ପ୍ରଧାନଙ୍କ ନେତୃତ୍ୱରେ କଣାସ ଠାରୁ ଏକ ଶୋଭାଯାତ୍ରା ବାହାରି କଲ୍ୟାଣପୁର,ମୁନିଦା ଡେଲାଙ୍ଗ ବଜାର ପରିକ୍ରମା କରି ବାମପନ୍ଥୀ ଦଳ ଆହ୍ୱାନକ୍ରମେ ଓଡିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ ନିବେଦନ କରିବା ସହ  ଦୋକାନ ବଜାର ବନ୍ଦ କରିଥିଲେ । ରାଜ୍ୟ କିମିଟି ସଦସ୍ୟ କିଷାନ ପଟ୍ଟନାୟକ,ଜିଲ୍ଲା କମିଟି ସଦସ୍ୟ ସତ୍ୟମନ୍ୟୁ ପ୍ରଧାନ ଓ ରାମ ମହାରଣା ପ୍ରମୁଖ ସାମିଲ ହୋଇଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୫/୭/୨୦୨୧--୯,୩୦  

Sakhigopal News, 15/7/2021

ads

Blog Archive