ads

Breaking News

ବ୍ଳକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପିପିଲି-ବିଜୁ ଯୁବ ବାହିନୀ ପକ୍ଷରୁ ବ୍ଲକ ସ୍ତରୀୟ ଭଲିବଲ  ଟୁଣ୍ଣାମେଣ୍ଟ ଦୃର୍ଗାଦାଶ ପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଛି  ।  ଏହି ଭଲି ଖେଳରେ ପିପିଲି ବ୍ଳକର 22ଟି ଦଳ ସାମିଲ ହୋଇଛନ୍ତି । ଏହି ଭଲିଖେଳ ଟୁଣ୍ଣାମେଣ୍ଟ ଦୁଇ ଦିନଧରି ଚାଲିବ ବୋଲି ବିଜୁ ଯୁବ ବାହିନୀ ପିପିଲି ବ୍ଲକ ସଂଯୋଜକ କୈବଲ୍ଯ ବରାଳ କହିଛନ୍ତି ।  ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ,ଉପାଧକ୍ଷ ଯୁଧିଷ୍ଠିର ସ୍ବାଇଁ, ଆତ୍ମା ଅଧ୍ଯକ୍ଷ ପିପିଲି ଧରଣୀ ଧର ସାହୁ, ସାଧାରଣ ସମ୍ପାଦକ ବିଜେଡି ପୁରୀଜିଲ୍ଲା କିଶୋର ଛୋଟରାୟ, ଜିଲ୍ଲା ପରିଷଦସଭ୍ଯା ଗୀତାଞ୍ଜଳି ଦାଶ,ଯୁବ ବିଜେଡି ସଭାପତି ମନୋଜ ଦାସ,ଯୁବ ବିଜେଡି ରାଜ୍ୟ ସାଧାରଣ ସଂପାଦକ ପ୍ରମୋଦ କୁମାର ମହାପାତ୍ର,ସରପଞ୍ଚ କଣ୍ଟି ପଂଚାୟତ ପ୍ରକାଶ କୁମାର ଧଳ ,ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ ଓ ଦୁର୍ଗାଦାଶପୁର  ସରପଞ୍ଚ ଓ ସମିତି ସଭ୍ଯ ପ୍ରମୁଖ ଅତିଥି ମାନଙ୍କଦ୍ବାରା ଭଲି ଟୁଣ୍ଣାମେଣ୍ଟ  ଉଦଘାଟନ କରାଯାଇଛି । ଏହି ଖେଳକୁ ପରିଚାଳନା କରିଥିଲେ ଦୃର୍ଗାଦାଶପୁର ପଞ୍ଚାୟତର ବିଜୁ ଯୁବ ବାହିନୀ ସଭାପତି ବିଶ୍ବଜିତ ଦାଶ  । 

ପିପିଲିରୁ ବିଜୟ ଯହାପାତ୍ର

Block labale bhalibal

ads

Blog Archive

Popular Posts