ads

Breaking News

ମହିଳା ଆତ୍ମରକ୍ଷା ଶିବିର ଉଦ୍‌ଘାଟିତ




ଜଟଣୀ: ଜଟଣୀ ମହାବିଦ୍ୟାଳୟର ମହିଳା ଆତ୍ମରକ୍ଷା ଶିବିର ଉଦ୍‌ଘାଟିତ ହୋଇଯାଇଛି ।ଆଠଦିନ ବ୍ୟାପୀ ଚାଲିବାକୁ ଥ‌ିବା ଏହି ତାଲିମ ଶିବିରକୁ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଡ. ଅନୁପ କୁମାର ମହାନ୍ତି ସଭାପତିତ୍ବ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟାପିକା ପରିମିତା ପ୍ରହରାଜଓ ଡ. ପୁଷ୍ପାଞ୍ଜଳୀ ସାମଲ ଶିବିରକୁ ପରିଚାଳନା କରିଥିଲେ । ପ୍ରଶିକ୍ଷିକା ଆସ୍‌ମା ବେଗମ +୨ ପ୍ରଥମବର୍ଷର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ସମ୍ବନ୍ଧରେ ତାଲିମ ପ୍ରଦାନ କରିଥିଲେ । ଶହେରୁ ଉର୍ଦ୍ଧ୍ବ ଛାତ୍ରୀ ଏହିଆତ୍ମରକ୍ଷା ଶିବିରରେ ଯୋଗ ଦେଇଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୧/୨୦୨୫---୮,୪୫ Sakhigopal News,7/1/2025

ads

Blog Archive

Popular Posts