ads

Breaking News

ଝରାପାଲି ମାର୍କେଟ ୟାର୍ଡ଼ ଠାରେ ଚାଷୀ ମାନଙ୍କ ଠାରୁ ଧାନ କିଣାବିକା ଆରମ୍ଭ


ବରଗଡ଼ ---ବରଗଡ ଜିଲ୍ଲା ଝରାପାଲି ମାର୍କେଟ ୟାର୍ଡ଼ ଠାରେ ଚାଷୀ ମାନଙ୍କ ଠାରୁ ଧାନ କିଣାବିକା ଆରମ୍ଭ ହୋଇ ଯାଇଛି। ଚାଷୀ ମାନଙ୍କ ଠାରୁ  ୮୪୯କୁଇଣ୍ଟାଲ.୪୯ ଧାନ କିଣା ଯାଇ ବିକ୍ରି ହୋଇଥିବା ସୂଚନା ମିଳିଛି। ଚାଷୀ ମାନେ ହେଲେ କୁରୁକ୍ଷେତ୍ର ଭୂଏ, ସଞ୍ଜୟ ବାଗ, ସନ ମୁକ୍ତେଶ୍ଵର ଚୌଧୁରୀ, ଉଣ୍ଡାବଳି ଶ୍ରୀନିବାସ, ଖଦା ଶତିମ, ଚୂଡାମଣି କଠାର, ଧର୍ମରାଜ ନଈ, ସନୁ ଭୂଏ ।ଏହି ସମୟରେ ସଂକ୍ରିଡା ପେକ୍ସ ର ସଂପାଦକ ସୁବାଷ ଚନ୍ଦ୍ର ପୁରୋହିତ, ସତ୍ୟନାରାୟଣ ପାଢ଼ୀ, ରାଧାକାନ୍ତ ପଶାୟତ, ସଦାନନ୍ଦ ନାୟକ, ପ୍ରମୋଦ ଚିରଗୁନ ଓ ଝରାପାଲି ମାର୍କେଟ ଇନ୍ଚାଜ ଭରତ ପ୍ରଧାନ, ଦୁଷ୍ମନ୍ତ ବିଶ୍ଵାଳ ଓ ରାଧାକାନ୍ତ କଠାର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭାବରେ ରେମଣ୍ଡା ପେକ୍ସ ର  କ୍ରୟବିକ୍ରୟ କେନ୍ଦ୍ର ଠାରେ ଧାନ କିଣା ଆରମ୍ଭ ହୋଇଯାଇଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୫/୨୦୨୪---୮,୪୫ Sakhigopal News,14/5/2024

ads

Blog Archive

Popular Posts