ads

Breaking News

ଡେଲାଙ୍ଗ ବ୍ଲକ ରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଙ୍କୁ ସମ୍ୱର୍ଦ୍ଧିତ

Congratulations to the students with the highest marks in the Delang block.
  ଡେଲାଙ୍ଗ ---- ଡେଲାଙ୍ଗ,ପିପିଲିର ବିଧାୟକ  ରୁଦ୍ରପ୍ରତାପ ମହାରଥୀଙ୍କ ନିର୍ଦ୍ଧେଶ କ୍ରମେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ,ଉପାଧ୍ୟକ୍ଷ ଦୁର୍ବାସ ନିଶଙ୍କ ଏବଂ ୧୭ନଂ ଜୋନ୍ ଜିଲା ପରିଷଦ ସଭ୍ୟା ଦୀପ୍ତିଶ୍ରୀ ରାଉତରାୟ ଚଳିତ ବର୍ଷ  ମାଟ୍ରିକ ପରୀକ୍ଷାରେ ଡେଲାଙ୍ଗ ବ୍ଲକ ରେ ସର୍ବାଧିକ ନମ୍ବର ରଖିଥିବା  ରଧାମୋହନ ଦେଵ ଉଚ୍ଚ ବିଦ୍ୟାଳୟ ଘନିପୁର ଛାତ୍ର  ଆଦିତ୍ୟ ନାୟକ ଙ୍କୁ  ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଉଜ୍ଵଳ ଭବିଷ୍ୟତ କାମନା କରିଛନ୍ତି  । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୭/୨୦୨୨--୫,୧୦    Sakhigopal News,16/7/2022

ads

Blog Archive

Popular Posts