ads

Breaking News

ସମରା ଗ୍ରାମଠାରେ ଅମୃତ ସରୋବର ସମରା ବନ୍ଧର ଶିଳାନ୍ୟାସ


The foundation stone of the Samara Dam of the Amrit Sarobar in the village of Samara.


ବଲାଙ୍ଗୀର: ସଇଁତଲା ବ୍ଲକ ଅନ୍ତର୍ଗତ କେରମିଲି ପଞ୍ଚାୟତର ସମରା ଗ୍ରାମ ଠାରେ ଆଜି ଦିନ 10 ଟା ସମୟ ରେ ଅମୃତ ସରୋବର ବରଣୀ ବନ୍ଧ ର ଧୋବଳେସ୍ୱର ପୀଠ ସମ୍ମୁଖରେ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏଥିରେ  ମୁଖ୍ୟଅତିଥି ଭାବେ ବି.ଡି.ଓ ଚନ୍ଦ୍ରମଣି ନାଗ. ଓ ସନ୍ତୋଷ କୁମାର ବେହେରା. ଏ.ପି.ଓ ବନଯାବାସିନି ଦାସ. ଓ କେରିମେଲି ପଞ୍ଚାୟତ ର ସରପଞ୍ଚ ଅଶୋକ କୁମାର ସାହୁ. ସମିତି ସଭ୍ୟ ନବୀନ ରଣା. ଜିଆରଏସ ମନୋଜ କୁମାର ଦାସ ପ୍ରମୁଖଙ୍କ   ଉପସ୍ଥିତିରେ କାର୍ଯ୍ୟକ୍ରମ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଆନନ୍ଦ ମହାକୁର. ମହେନ୍ଦ୍ର ରଣା. ବିଦ୍ୟାଧର ମହାପାତ୍ର.କୁମ୍ଭାରୀ ମଲ୍ଲିକ.ପ୍ରମୁଖ ସଭାରେ ଉପସ୍ଥିତ ହୋଇଥିଲେ  ପୂଜକ ଭିକ ମହାପାତ୍ର ପୂଜାଵିଧି କରିଥିଲେ ।
ସଇଁନ୍ତଳା ରୁ ରଞ୍ଜନ କୁମର ବାଗ ଙ୍କ ରିପୋର୍ଟ ,8/6/2022---8,15  
Sakhigopal News,8/6/2022

ads

Blog Archive