ads

Breaking News

ଦାଣ୍ଡରେ ଗାଳିମନ୍ଦକୁୁ ବିରୋଧ କରିବାରୁ ଯୁବକଙ୍କୁ ଆକ୍ରମଣ

 Attack on young man for protesting against abuse in the streets


ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବରାଳ ଗ୍ରାମରେ ଜଣେ ଯୁବକ ଗାଳିମନ୍ଦ ପ୍ରଥମେ କରିଥିଲା । ମାତ୍ର କେହି କିଛି ନ କହିବାରୁ ସେଠାରେ ଲୁଡୁ ଖେଳୁଥିବା କିଛି ଯୁବକଙ୍କ ମଧ୍ୟରୁ ଜଣଙ୍କୁ ଦେଖାଇ ଗାଳିମନ୍ଦ କରିଥିଲା । ଏହାକୁ ବିରୋଧ କରିବାରୁ ତାଙ୍କୁ ଆତ୍କମଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଆହତ ହୋଇଥିବା ଯୁବକ ଜଣଙ୍କ ନାମ ଚନ୍ଦନ ମହାପାତ୍ର ତାଙ୍କୁ ସେହି ଗ୍ରାମର ରାଜା ଓରଫ ସୁରେଶ ମହାପାତ୍ର କୌଣସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ସତ୍ୟବାଦୀ ପୋଲିସ ଏକ ମାମଲାରୁଜ କରି ତଦନ୍ତ ଜାରି ରଖିଥବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୬/୨୦୨୨---୮.୪୦

   Sakhigopal News, 7/6/2022


ads

Blog Archive

Popular Posts