କାଦୁଆ ସେବା ସମବାୟ ସମିତିରେ ୧୫ଜଣ ପ୍ରାର୍ଥୀପତ୍ର ଦାଖଲ କଲେ
The Kadua Service Cooperative Society has filed 15 nominations
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକରେ ଆଜି ଦ୍ୱତୀୟ ପର୍ଯ୍ୟାୟରେ କାଦୁଆ ସେବା ସମବାୟ ସମିତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ତାରିଖ ଥିଲା । ସମବାୟ ସମିତି ଆଇନ ଅନୁଯାୟୀ ସମସ୍ତ ନିର୍ବାଚନ ସଂକ୍ରନ୍ତୀୟ କାର୍ଯ୍ୟ ଶେଷ ହୋଇଥିଲା । ଆଜି ୧୫ ଜଣସଦସ୍ୟ ସେମାନଙ୍କରପ୍ରାର୍ଥୀପତ୍ର ଦାଖଲ ଶାନ୍ତି ଶୃଙ୍ଖଳା ସହିତ କରିଛନ୍ତି । ଯାହା ‘ଳରେ ଏଠାରେ ନିର୍ବାଚନ ହେବାର ନାହିଁଁ ବୋଲି ପ୍ରାୟ ଏକରକମ ହୋଇପଡିଛି ବୋଲି ଅଧିକାରୀଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୭/୬/୨୦୨୨---୮, ୩୦
Sakhigopal News, 7/6/2022


