ବାଙ୍କୀ ତହସିଲ ଅଧୀନରେ ଚାଲିଥିବା ବାଲିଘାଟ କାହା ନିର୍ଦ୍ଦେଶରେ ଚାଲିଛି
The sand dunes under the rest of the tehsil are under the direction of someone.
ବାଙ୍କୀ---- ବାଙ୍କୀ ତହସିଲ ଅନ୍ତର୍ଗତ ବିଭିନ୍ନ ବାଲିଘାଟ ସରକାରଙ୍କ ନିୟମ ଅନୁସାରେ ନିଲାମ ହେଉଛି । କିନ୍ତୁ ଅଭିଯୋଗ ଶୁଣିବାକୁ ମିଳୁଛି ଯେ ବାଲିଘାଟ ମଧ୍ୟରୁ ବୈଦେଶ୍ବର ବାଲିଘାଟ , ତେନ୍ତୁଳିଆ ବାଲିଘାଟ , ସୁନାଦେଇପୁର ବାଲିଘାଟ ଓ ଅନୁଆରୀ ବାଲିଘାଟ ଗୁଡିକରେ ସରକାରଙ୍କ ନିର୍ଧାରିତ " K " ଫର୍ମ ଓ " Y " ଫର୍ମ ଠିକରେ ଦିଆଯାଉନାହିଁ । ଏହି ବାଲିଘାଟ ଗୁଡିକର ବେଆଇନ କାରବାର ସମ୍ପର୍କରେ ଆଗକୁ ମହା ଖୁଲାସା କରିବାକୁ ଯାଉଛି ସାକ୍ଷୀଗୋପାଳ ନିୟୁଜ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୨/୬/୨୦୨୨---୯,୪୦ Sakhigopal News,12/6/2022



