ଟ୍ରେନ ଧକ୍କାରେ ଯୁବକଙ୍କର ମୃତ୍ୟୁ
Young man killed in train crash
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ରେଳ ଷ୍ଟେସନ ନିକଟରେ ଜଣେ ଅଚିହ୍ନା ଯୁବକଙ୍କର ମୃତ୍ୟୁ ଶବ ପଡିଥିବାର ସାକ୍ଷୀଗୋପାଳ ଷ୍ଟେସନ ମାଷ୍ଟର ରେଳବାଇ ପୋଲିସ୍ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛନ୍ତି। ଏ ସଂକ୍ରାନ୍ତରେ ପୁରୀ ଜିଆରପି ଥାନା ଅପମୃତ୍ୟୁ କେସ ନଂ ୧୩/୨୦୨୨ରେଏକ ମାମଲା ରୁଜୁ କରାଯାଇଛି । ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଅଧିକାରୀ ଏ,ଏସ,ଆଇ ରମେଶ ଦାସ ଘଟଣା ତଦନ୍ତ କରୁଥିବା ଜଣାପଡିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୬/୨୦୨୨---୯,୪୫

Sakhigopal News,12/6/2022