ads

Breaking News

ପୂର୍ବ ଶ୍ରତୃତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ ; ଥାନାରେ ଅଭିଯୋଗ

 Fighting between two families centered on previous feuds; Complaint to the police

ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୁଣା ସୋମେଶ୍ୱରପୁର ଗ୍ରାମର ଦୁଇ ପରିବାର ମଧ୍ୟରେ ମାରପିଟକୁ ନେଇ ଥାନାରେ ଦୁଇଟି ମାମଲାରୁଜ କରାଯାଇଛି । ଟିକିନା ଦେଇ ମିତା କାଣ୍ଡିଙ୍କ ସହିତ ଅନ୍ୟ ମାନେ ମିଳିତ ଭାବେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ପରିବାରଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୧୭୧/୨୨ରେ ଏକ ମାମଲା ରୁଜ କରାଯାଇଛି । ସେହିପରି ମିତା କାଣ୍ଡି ଟିକିନା ଦେଇ ଓ ଦିଜ ଭୋଇ ଅନ୍ୟମାନେ ଆକ୍ରମଣ କଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ମିତାଙ୍କ ଅଭିଯୋଗ କ୍ରମେ ୧୭୨/୨୨ରେ ଏକ ମାମଲାରୁଜ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୬/୨୦୨୨----୮,୩୫   

Sakhigopal News, 7/6/2022

ads

Blog Archive