ଟାମ୍ପରସରା ଉଚ୍ଚ ବିଦ୍ୟାଳୟ ୫ଟି ରେ ରୂପାନ୍ତରଣ
Transformation into 5 Tamparsara High Schools
ବରଗଡ଼---- ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟାମ୍ପରସରା ଉଚ୍ଚ ବିଦ୍ୟାଳୟ ୫ଟି ରେ ରୂପାନ୍ତରଣ ହୋଇ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜରିଆରେ ବିଧିବଦ୍ଧ ଭାବେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ପରିସର ବିଶେଷ ଆକର୍ଷଣୀୟ କରାଯାଇଥିଲା। ଅତିଥି, ଅଭିଭାବକ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଏଥିରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଭୋଇ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ଲରମ୍ଭା ମହାବିଦ୍ୟାଳୟ ର ଅଧ୍ୟାପକ ଡଃ ଅଜିତ କୁମାର ନାଥ, ଶିକ୍ଷା ବିତ ନିର୍ମଲ ଭୋଇ, ତ୍ରିବିକ୍ରମ ସେଠ୍, ସୁଦାମ ପାଣିଗ୍ରାହୀ, ସ୍ତାନୀୟ ସରପଞ୍ଚ ରାଜ କିଶୋର ଛନ୍ଦ, ପଞ୍ଚାୟତ ର ୱ୍ର୍ଡଡ ସଭ୍ୟ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ , ପରିଚାଳନା କମିଟି ର ସଦସ୍ୟମାନେ ଓ ଶିକ୍ଷା ପ୍ରେମୀ ମାନେ ଯୋଗଦାନ କରିଥିଲେ। ପରିଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ମନୋହର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୬/୨୦୨୨---- Sakhigopal News,7/6/2022